ମିଛ ଅଭିନୟ ସତ ହେଇଗଲା । ଆଉ ନାହାଁନ୍ତି ଗୋପାଳ... ଦୁନିଆକୁ ସବୁଦିନ ପାଇଁ ବିଦାୟ ଦେଇ ଅଫେରା ରାଇଜକୁ ଚାଲିଗଲେ ରବି । ବିଶିଷ୍ଟ ହାସ୍ୟ ଅଭିନେତା ରବି ମିଶ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ...
#ArgusNews #Bhubaneswar #RabiMishra #OllywoodActor
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app