ନବରଙ୍ଗପୁର ଜିଲ୍ଲା ପାପଡା ହାଣ୍ଡି ସଦର ମହକୁମା ସ୍ଥିତ ଭିମାସାହିରେ...ଦୀର୍ଘ ଦିନ ଧରି ଲାଗି ରହିଥିବା ପାନୀୟ ଜଳ ସମସ୍ୟାର ସମାଧାନ କଲେ ଡାବୁ ଗାଁ ବିଧାୟକ ମନୋହର ରନ୍ଧାରୀ...ଏକ ସ୍ୱତନ୍ତ୍ର ଆଲୋଚନାରେ ବିଧାୟକ ରଖିଛନ୍ତି ତାଙ୍କ ପ୍ରତିକ୍ରିୟା...
#ArgusNews #Odisha #Nabarangpur #MLA #ManoharRandhari #WaterProblem