ପାରଳାଖେମୁଣ୍ଡିରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା । ମନ ଇଚ୍ଛା ଗାଡି ପାର୍କିଂ ଓ ଜବରଦଖଲ ଯୋଗୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ଉପୁଜିଛି । ଯାହାକି ଅନେକ ସମୟରେ ଦୁର୍ଘଟଣାର କାରଣ ପାଲଟୁଛି I ପାରଳାଖେମୁଣ୍ଡିରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ,ସହରରେ ଘର ବଢିଲା, ଦୋକାନ ବଢିଲା କିନ୍ତୁ ହେଲାନି ରାସ୍ତା ପ୍ରଶସ୍ତିକରଣ ....
#ArgusNews #Odisha #traffic
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app