କିଡନୀ ରୋଗର ଅପରେଶନ ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ
ପରିବାରଠାରୁ ଆରମ୍ଭ କରି ଗ୍ରାମବାସୀ ସମସ୍ତଙ୍କ ଆଖିରେ ଧନେଶ୍ଵରଙ୍କ ପାଇଁ ଲୁହ। ସମସ୍ତଙ୍କ ମନରେ ଗୋଟିଏ ଚିନ୍ତା, କିଡନୀ ରୋଗର ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଧନେଶ୍ଵର କିଭଳି ହେବେ । ହେଲେ କିନ୍ତୁ ଅପରେଶନ ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ....
#ArgusNews #Odisha #Bhadrak #HeartPatient #MoneyProblem