#ମରଣଯନ୍ତା_ପାଲଟିଛି_ରାସ୍ତା
ରାଜ୍ୟ ସରକାର ରାସ୍ତା ନିର୍ମାଣ ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି । ଆମ ଦେଶକୁ ସ୍ୱାଧୀନତାର 74 ବର୍ଷ ବିତି ଯାଇଥିଲେ ମଧ୍ୟ ପାଳିଆ ଠାରୁ ଗାଜିପୁରକୁ ସଂଯୋଗ କରୁଥିବା ମୁଖ୍ୟ ଛକ ରାସ୍ତାଟି ଏବେ ଶୋଚନୀୟ ହୋଇପଡିଛି । ଏହି ମୁଖ୍ୟ ରାସ୍ତାକୁ ଭଦ୍ରକ - ଧାମରା ରେଳପଥ ଦୁଇ ଭାଗରେ ବିଭକ୍ତ କରିଛି । ତେବେ ଏହି ରାସ୍ତା ପାଇଁ ଗ୍ରାମବାସୀମାନେ ବାରମ୍ବାର ଜିଲ୍ଲା ପ୍ରଶାସନ, ସ୍ଥାନୀୟ ସରପଞ୍ଚ ଓ ଧାମରା କତୃପକ୍ଷ ଜଣାଇଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ....
#ArgusNews #Bhadrak #Paliabindha #Gajipur #Road_Problem #Bhadrak_Collector