କଟକ ସନ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା
କଟକ ସନ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା । ହସ୍ପିଟାଲ ବନ୍ଦ କରିବାକୁ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୋକଜ୍ ନୋଟିସ ମଗାଯାଇଥିଲା । କର୍ତ୍ତୃପକ୍ଷ ସନ୍ତୋଷଜନକ କାଗଜ ପତ୍ର ଦେଇନଥିଲେ । ତେଣୁ ହସ୍ପିଟାଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ.....
#ArgusNews #AgusUpdate #Odisha #Cuttack #Sun_Hospital #Fire
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app