ଦୃଢ ଇଛାଶକ୍ତି ଆଗରେ ହାର ମାନିଛି ବୃଦ୍ଧାବସ୍ଥା । ଉତ୍ସାହ ଏବଂ ଦୃଢ ମନୋବଳକୁ ପାଥେୟ କରି ଦୁର୍ବଳତାକୁ ନିଜ ଶକ୍ତିରେ ପରିଣତ କରିଛନ୍ତି କେଶବ ମଉସା । ଭେଣ୍ଡିଆ ପୁଅ ଆରପାରିକୁ ଚାଳିଯିବା ପରେ ବୃଦ୍ଧାବସ୍ତାରେ ପରିବା ବିକି ପରିବାର ଚଳାଉଛନ୍ତି ଭିନ୍ନକ୍ଷମ ବୃଦ୍ଧ କେଶବ ମଉସା...
#ArgusNews #Odisha #Bhubaneswar #GoodNews