କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ ରେ ହାତୀ ମଡକ, ୧୪ ଦିନ ୬ଟି ହାତୀ ମୃତଦେହ ଉଦ୍ଦାର ହେଲାଣି । ତେବେ ଗୃହପାଳିତ ପଶୁଙ୍କଠାରୁ ହାତୀଙ୍କ ପାଖକୁ ହେମରେଜ ସେଫଟିସିମିଆ ଭୁତାଣୁ ସଂକ୍ରମଣ ପରେ ହାତୀ ମୃତ୍ୟୁ ହେଉଥିବା କୁହାଯାଉଥିଲେ ବି ସ୍ଥାନୀୟ ଅଚଂଳରେ ଗୃହପାଳିତ ପଶୁ ମୃତ୍ୟୁ ଖବର ନଥିବାରୁ ହାତୀ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ ହେଉଛି ....
#ArgusNews #UpdateNews #Kalahandi #ElephantDeath
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app