ମାନବିକତା ଦେଖାଇଲେ ଟ୍ରାଫିକ୍ ପୋଲିସ । ଭୁବନେଶ୍ବର ଏୟାରପୋଟ ଛକରେ ଏକ ଟମାଟୋ ବୋଝଇ ଅଟୋରୁ ଏକ ଟମାଟୋ ପେଟି ଖସିପଡିଥିଲା । ଏହାପରେ ତୁରନ୍ତ ଟ୍ରାଫିକ୍ କର୍ମଚାରୀ ମାନେ ରୁଟ୍ ବନ୍ଦ କରି ରାସ୍ତାରୁ ଟମାଟୋ ଗୋଟାଇ ବ୍ୟବସାୟୀଙ୍କୁ ଦେଇଥିଲେ....
#ArgusNews #Odisha #Bhubaneswar #Trafic_Police
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2