ନ୍ୟାୟ ପାଇଁ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବାସଭବନ ଆଗରେ ନିଜ ନିର୍ବାଚନ ମଣ୍ଡଳୀ ଚାଷୀଙ୍କ ଧାରଣା । ଲକ୍ଷଲକ୍ଷ ଟଙ୍କାର ଠକେଇ ଶିକାର ହୋଇଥିବା ଚାଷୀମାନେ ନ୍ୟାୟ ପାଇଁ ଆସିଥିଲେ ହେଁ ମନ୍ତ୍ରୀଙ୍କ ଦେଖାମିଳିନଥିବା ବେଳେ ପୋଲିସ ତାଙ୍କୁ ନାଲିଆଖି ଦେଖାଇ ଧାରଣାସ୍ଥଳରୁ ଉଠାଇ ନେଇଛି ....
#ArgusNews #Co_Operative_Scam #Gurudijhatia #Dharana_At_Bhubaneswar