ଆଜି ବାମରା 12 ଘଣ୍ଟିଆ ବନ୍ଦ । ରେଳ କ୍ରିୟାନୁଷ୍ଠାନ କମିଟି ବାମରା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । 3ଟି ଏକ୍ସପ୍ରେସ ଟ୍ରେନ ରହଣି ଓ ରେଳ ଫାଟକରେ ଓଭରବ୍ରିଜ ନିର୍ମାଣ ଦାବି କରିଛି କମିଟି ....
#ArgusNews #Odisha #Bamara #Sambalpur
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍