କଟକ ଅରୁଣଦେଓ ମାର୍କେଟ ନିକଟରେ ସିରିଜ ଦୁର୍ଘଟଣା। ଏକ ଦ୍ରୁତଗାମୀ କାର ରାସ୍ତା କଡରେ ଛିଡା ହୋଇ ଥିବା ୬ ଟି ମୋଟର ସାଇକେଲକୁ ଧକ୍କାଦେଇଛି । ଫଳରେ ୪ ଜଣ ବାଇକ ଆରୋହି ଆହତ ହୋଇଛନ୍ତି ....
#ArgusNews #Odisha #Cuttack #Accident
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍