ବନ୍ୟା କିମ୍ବା ଲଗାଣ ବର୍ଷାରେ ନାନାଦି ସମସ୍ୟାର ସମ୍ମୁଖୀନ ହୁଅନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପାଖାପାଖି 12ଟି ପଞ୍ଚାୟତର ଲୋକେ । ଚାଷଠାରୁ ଆରମ୍ଭ କରି ପାନୀୟଜଳ, ସ୍ୱାସ୍ଥ୍ୟସେବା ଏବଂ ଗମନାଗମନ ସବୁ କ୍ଷେତ୍ରରେ ଡେଲାଙ୍ଗ ଆଜି ବି ଅବହେଳିତ.....
#AgusNews #Odisha #Puri #Delanga #Neglected