ଓଡିଶାରେ କରୋନା ସ୍ଥିତି ସଙ୍ଗୀନ ଥିବାବେଳେ ଓଡିଶାରେ ଏକ ସ୍ବାସ୍ଥ୍ୟ ମନ୍ତ୍ରୀ ଅଛନ୍ତି ବୋଲି ରାଜ୍ୟବାସୀଙ୍କୁ ଅନୁଭୂତ ହେଉନାହିଁ...ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଲେନ୍ସ ଲଗେଇ ଖୋଜିବାକୁ ପଡୁଛି...ବରିଷ୍ଠ ବିଜେପି ନେତା ଟଙ୍କଧର ତ୍ରିପାଠୀ...
#ArgusNews #Odisha #Western_Odisha #Corona_Outbreak #BJP