ବାପାଙ୍କୁ ନ୍ୟାୟ ଦେବା ପାଇଁ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ବାରିପଦାର ଯୁବକ । ବାରିପଦା ଜିଲ୍ଲାର କେଦାର ମାଝି କୋଭିଡ ପଜିଟିଭ ହେଵାରୁ ସମ୍ବଲପୁର କୋଭିଡ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ପରେ ଚିକିତ୍ସା ଅବହେଳା ଯୋଗୁଁ କେଦାରଙ୍କ ମୃତ୍ୟ ହୋଇଥିବା ତାଙ୍କ ପୁଅ ଡମ୍ବୁରୁଧର ଅଭିଯୋଗ କରିଛନ୍ତି.....
#ArgusNews #Odisha #Sambalpur #Strike
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app