ପରୀକ୍ଷା ଉପରେ କରୋନା ଇଫେକ୍ଟ
ବିନା ପରୀକ୍ଷାରେ ନବମ ଓ ଏକାଦଶ ପଢ଼ୁଥିବା ଛାତ୍ରଛାତ୍ରୀ ପାସ୍ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ...ରାଜ୍ୟରେ ମାଟ୍ରିକ ଓ +୨ ପରୀକ୍ଷା ସ୍ଥଗିତ । ୧୯ରୁ ରାଜ୍ୟର ସବୁ ସ୍କୁଲ୍ ଓ ହଷ୍ଟେଲ୍ ବି ବନ୍ଦ ରହିବ । ଭାଇରସ ଭୟରେ ପରୀକ୍ଷା ବନ୍ଦ...
#ArgusNews #Odisha #Examination #Cancel