ଆଜି ଜୋ ବାଇଡେନ ଆମେରିକାର 46ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଆମେରିକା ରାଜନୈତିକ ଇତିହାସରେ ଏହା ଏକ ଅତ୍ୟନ୍ତ ଗୁରୁତ୍ବପୁର୍ଣ୍ନ ଦିନ ...ଜୋ ବାଇଡେନଙ୍କୁ ଓଡିଶାର ଏଲ ଇଶ୍ବରଙ୍କର ଶୁଭେଚ୍ଛା ...ବୋତଲ ଭିତରେ ତିଆରି କଲେ ବାଇଡେନଙ୍କ ଫୋଟୋ ଫ୍ରେମ
#ArgusNews #Bhubaneswar #joeBiden #BottlePhoto
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app