ଅଭୟଙ୍କ ପାଇଁ ବଢ଼ିଲା ଅଡୁଆ । ବ୍ରହ୍ମପୁର, ବଲାଙ୍ଗିର,ଅନୁଗୁଳ ଓ ଭୁବନେଶ୍ବର ସମେତ 7 ଟି ସ୍ଥାନରେ ପହଂଚି ଯାଂଚ ଆରମ୍ଭ କରିଛି ଭିଜିଲାନ୍ସର 12 ଟି ଟିମ । ସେପଟେ ପାଠକଙ୍କ ମାସିକ ଦରମା,ବ୍ୟକ୍ତିଗତ କାଗଜପତ୍ର ଓ ସମ୍ପତ୍ତି ବିବରଣୀ ସହ 6 ଟି ଜିନିଷ ଉପରେ ପିସିସିଏଫ ଙ୍କୁ ଦସ୍ତାବିଜ ମାଗିଛି ଭିଜିଲାନ୍ସ....
#ArgusNews #Odisha #Vigilance_Raid