ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ପୀଡ଼ିତା । ଥାନାରେ ମାରିଲେ, ମେଡିକାଲରେ ବି ଛାଡ଼ିଲେନି । କଳାହାଣ୍ଡିରେ ପୋଲିସ ଉପରେ ଭରସା କରିପାରୁନାହାନ୍ତି ପୀଡ଼ିତା । ସେପଟେ ବନ୍ଧା ହୋଇଥିବା ରସିକିଆ ସରପଞ୍ଚଙ୍କୁ ବହିଷ୍କାର ଓ ପୀଡ଼ିତାଙ୍କୁ ସହାୟତା ଦାବି ଜୋର ଧରିଛି..
#ArgusNews #Odisha #Kalahandi #Relation_For_Selection