ବିଲରେ ଧାନ ପାଚିବାକୁ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ଜଙ୍ଗଲି ହାତୀ ଏବେ ଗାଁ ମୁହଁ। ,ହାତୀ ମାନଙ୍କୁ ଘଉଡ଼ାଇବାରେ ବିଫଳ ବନବିଭାଗ ଲୋକେ ବାଧ୍ୟ ହୋଇ ହାତୀଙ୍କୁ ଘଉଡ଼ାଇବାକୁ ଗଛ ଉପରେ କୁଡିଆ ତିଆରି କରି ରାତ୍ରି ତମାମ ସେହି ସ୍ଥାନରେ ଜଗିରହିଛନ୍ତି ....