ଜଗତସିଂହପୁର ଓ ପାରାଦୀପ ପୌର ପରିଷଦରେ ଆସନ୍ତାକାଲି ଭୋଟ ଗ୍ରହଣ ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ୨ଟି ଯାକ ପୌର ପରିଷଦର ସମସ୍ତ ବୁଥକୁ ଆଜି ମଧ୍ୟାହ୍ନ ସୁଧା ପୁଲିଂ ପାର୍ଟିକୁ ପଠାଯିବା ପାଇଁ ପ୍ରକ୍ରିୟା ଆରମ୍ଭ।
#Jagatsinghpur #Paradip #MunicpalityElection2022 #ElectionVoteing #Odisha #ArgusNews