#ପ୍ରୀତିମାନ_ଦେ_ଓ_ମାନସ_ଟୁଡୁ_କଲେ_ସିନ୍_ରିକ୍ରିଏସନ
ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟ ଘଟଣା । ଅଭିଯୁକ୍ତ ପ୍ରୀତିମାନ ଦେ ଓ ମାନସ ଟୁଡୁ କଲେ ସିନ୍ ରିକ୍ରିଏସନ । ବୁର୍ଲା ପୋଲିସ ଘଟଣାସ୍ଥଳକୁ ରାତି ଅଧିଆ ନେଇ ସିନ୍ ରିକ୍ରିଏସନ କରିଛି । କିଭଳି ଘଟଣା ଘଟିଥିଲା ସେନେଇ ଡେମୋ ଦେଖାଇଛନ୍ତି....।
#ArgusNews #VSSUTStudent #ChinmayeePriyadarshini #DeathCase #CrimeSceneRecreation #burla #Odisha