ରାଜ୍ୟ ସରକାର କହୁଥିବା ବିକାଶ କଥା ଯେ କେତେ ସତ କେତେ ମିଛ ଗାଁ କୁ ଆସିଲେ ଜଣାଯାଏ । ସରକାରୀ ଟଙ୍କା ଆସେ, ଠିକାଦାର ମାନେ ଚଳନ୍ତି ବାବୁ ମାନଙ୍କ ପକେଟ୍ ବି ଗରମ ହୁଏ ହେଲେ ବଦଳେ ନାହିଁ ଲୋକଙ୍କ ଭାଗ୍ୟ !