#ଆଜିଠାରୁ_ରାଜ୍ୟରେ_ସକ୍ରିୟ_ହୋଇଛି_ପଶ୍ଚିମାଝଡ଼
ଆଗାମୀ 3ରୁ 4 ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ପୁଣି 30ରେ ଆଉ ଏକ ପଶ୍ଚିମା ଝଡ଼ ଆସୁଥିବା ଅନୁମାନ । ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ SRCଙ୍କ ଚିଠି ।
#ArgusNews #WeatherUpdate #rainfall #strom #MeteorologicalDepartment #Odisha