#କେବେ_ସରିବ_ନେତାଜୀ_ବସ୍_ଟର୍ମିନାଲ_କାମ?
କଣ୍ଟ ପୂରିଲା, କିନ୍ତୁ କାମ ସରିଲାନି। କଟକ ଖାନନଗର ନେତାଜୀ ବସ୍ ଟର୍ମିନାଲ ପ୍ରକଳ୍ପର ଅବଧି ପୂରିବାକୁ ବସିଲାଣି, କିନ୍ତୁ କାମ ସରୁନି। ଏପର୍ଯ୍ୟନ୍ତ ହୋଇଛି ମାତ୍ର ୫୦ପ୍ରତିଶତ କାମ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ।
#Cuttack #busterminal #NetajiBusTerminal #buildingwork #deadline #Odisha #ArgusNews