#କୁଆଡେ_ଗଲେ_ଗଂଜାମ_ଷୋଳଘର_ସୁନାଥର_ଜିଆରଏସ ?
6ଦିନ ବିତିଗଲା,ତଥାପି ଦୁଇ ଦୁଇଟି ଜିଆରଏସଙ୍କ ନିଖୋଜକୁ ନେଇ ସସପେନ୍ସ ଜାରି। କୁଆଡେ ଗଲେ ଜିଆରଏସ। GRS ଏବଂ BDO ଙ୍କ ମଧ୍ୟରେ କଣ କଥା ହୋଇଥିଲା ଫୋନ କଲରେ ତାହା ଏବେ ବି ସନ୍ଦେହରେ। ଏପଟେ ପୁରା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି GRS ସ୍ବାଗତ ପଣ୍ଡାଙ୍କ ପତ୍ନୀ ଲିଜ଼ରାଣୀ ପଣ୍ଡା।
#Ganjam #GRS #missingmystery #suspense #Odisha #ArgusNews