ଅଙ୍ଗନବାଡିରେ ଚାକିରୀ ହେବାରୁ ଗାଁରୁ ପୁରା ପରିବାରକୁ ବାସନ୍ଦ କରିଦେଲେ ଗାଁ ଲୋକେ । କହିଲେ, ଗାଁରେ ରହିବାକୁ ହେଲେ ଦେବାକୁ ପଡିବ ୫ ହଜାର ଟଙ୍କା ଜୋରିମାନା । ଏବଂ ଗାଁ ଲୋକଙ୍କ ସହ ମିଶିବାକୁ ହେଲେ ୫ ଲକ୍ଷ ଟଙ୍କା |