#ଅପରାଧୀଙ୍କ_କବଜାରେ_ରାଜଧାନୀ
#ରାଜଧାନୀ_ଏବେ_ଅସୁରକ୍ଷିତ_ହୋଇଗଲାଣି
ରାତିରେ ବାହିରିବାକୁ ବି ଲାଗିଲାଣି ଡର । ରାତି ବଢିବା ସହ ବଢୁଛି ଅପରାଧୀଙ୍କ ରାଜୁତି । ଖଣ୍ଡା ବୁଲୁଛି, ଗୁଳିବି ଫୁଟୁଛି । ଆଉ ଏହାର ଭିଡିଓ ସୁଟ କରି ସୋସିଆଲ ମିଡିଆରେ ଅପଲୋଡ ବି କରାଯାଉଛି । କିନ୍ତୁ କମିଶନରେଟ ପୋଲିସ କିଛି ଜାଣି ପାରୁନି । ପୋଲିସ ପ୍ୟାଟ୍ରୋଲିଂ ଉପରେ ଏବେ ବଡ ପ୍ରଶ୍ନ ।
#Outdoors #Insecure #Criminals #Fear #Commissioneratepolice #sword #CapitalHighways #Challenge #PolicePatrolling #Bhubaneswar #Odisha #ArgusNews