ଆଡପମଣ୍ଡପରେ ବିରାଜିତ ଚତୁର୍ଦ୍ଧାବିଗ୍ରହ। ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି, ଅଧରପୋଛା ନୀତି ସରିବା ପରେ ଅବକାଶ, ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ଶେଷ ହୋଇଛି। ସକାଳଧୂପରେ ବାହାରିଛି ପ୍ରଥମ ଆଡପ ଅବଢା। ଯାହାକୁ ପାଇ ଭକ୍ତମାନେ ବେଶ୍ ଖୁସି।
#ArgusNews #ArgusNewsTV #Odisha #Puri #JayJaganatha #AdapaMandap