ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡରେ ତିନି ଜଣ ଲୁଟେରା ଗଙ୍ଗାସାଗର ଯାତ୍ରୀଙ୍କ ଠାରୁ ଚୋରୀ ଉଦ୍ୟମ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଜଣକୁ ସ୍ଥାନୀୟ ବାସୀନ୍ଦା କାବୁକରି ସଦର ଥାନା ଜିମାରେ ଦେଇଛନ୍ତି ।#CCtvfootag #Puri #policestation #busstand #Maltipatpur #robbers #odisha #ArgusNews