ଲହୁଣୀପଡା ଥାନା ବରସୁଆଁ ଦମାଳ ଗାଁରେ ନଗଡାର ଦୃଶ୍ୟ। ଅପପୃଷ୍ଟି କାରଣରୁ 2 ଶିଶୁଙ୍କ ମୃତ୍ୟୁ ହୋଇଛି 2 ଶିଶୁ ମରିଗଲା ପରେ ଲହୁଣୀପଡ଼ା ଥାନା ଦମ୍ଭାଳ ଗାଁରେ ପହଞ୍ଚିଲେ ପ୍ରଶାସନ ଓ ଡାକ୍ତରୀ ଟିମ୍ । ସିଡିଏମଓ ମଧ୍ୟ ସ୍ବିକାର କରିଛନ୍ତି ପ୍ରଶାସନିକ ସ୍ତରରେ ସମନ୍ବୟର ଅଭାବ ପାଇଁ ଏପରି ଘଟଣା ସାମନାକୁ ଆସିଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁନ୍ଦରଗଡ ସିଡିଏମଓ ସରୋଜ ବେହେରା
#Sundragarh #MALNUTRITION #CDMO #Odisha #ArgusNews