ନୂଆ ସମ୍ଭାବନାକୁ ନେଇ ଉଡାନ୍ । ଦେଶର ଶ୍ରେଷ୍ଠ ଉଡାନ୍ ବିମାନ ବନ୍ଦରରେ ଝାରସୁଗୁଡା । ଆଜି ପାଳନ ହେବ ଉଡାନ୍ ଦିବସ । କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ନୂଆ ରୁଟ୍ ନେଇ ହୋଇପାରେ ଘୋଷଣା ।
#Jharsuguda #udandivas #Program #bestairport #JyotiradityaScindia #ArgusNews