ଗତ ୨୭ ତାରିଖ ଶୁକ୍ରବାର ବାରିପଦାର ଅମ୍ବିକା ହୋଟେଲ ରେ ବିଜେଡି ଦଳର କିଛି ଚତୁର ମହିଳା କର୍ମୀ ଭାରତୀୟ ଜନତାପାର୍ଟିର ଜିଲ୍ଲାପରିଷଦ ମାନଙ୍କୁ ପ୍ରଲୋଭନରେ ପକାଇ ସାଧାକାଗଜରେ ଦସ୍ତଖତ ନେଇ ବିଜେପି ଦଳରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିବାର ଏକ ପ୍ରେସ ମିଟ୍ କରିଥିଲେ । ଭାରତୀୟ ଜନତାପାର୍ଟିର ଜିଲ୍ଲାପରିଷଦ ବିଜେଡିରେ ମିଶିବା ଖବର ୨୪ ନମ୍ବର ଜୋନର ଜିଲ୍ଲାପରିଷଦ ମଧୁସ୍ମିତା ପରିଡା ଏହାକୁ ଘର ବିରୋଧ କରି ଏହା ବିଜେଡି ଦଳର ଏକ ଘୃଣିତ କାର୍ଯ୍ଯ୍ୟ ବୋଲି କହିଛନ୍ତି ।
#Mayurbhanj #AmbikaHotel #BJD #BJP #Odisha #ArgusNews