ପଲ୍ଲୀ ଠୁ ଦିଲ୍ଲୀ ସବୁଠି ମମିତାଙ୍କୁ ନ୍ୟାୟ ଦେବାକୁ ଆନ୍ଦୋଳନ ଚାଲିଛି। ଆଜି ନୂଆଦିଲ୍ଲୀ ପଟେଲ ଚୋକ ରେ ସର୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ମମିତାଙ୍କୁ ନ୍ୟାୟ ପାଇଁ ଗୁହାରି କରିଛନ୍ତି ସମ୍ବିତ ପାତ୍ର । ନ୍ୟାୟ ନମିଳିଲେ ତିବ୍ରତର ହେବ ଆନ୍ଦୋଳନ ।
#JusticeForMamita #MamitaMurderCase Dr. Sambit Patra #NewDelhi #Protest #ArgusNews