ପ୍ରଧାନମନ୍ତ୍ରୀ ଆସିଲେ, ୟଶ୍ କ୍ଷୟକ୍ଷତିର କଲେ ସମୀକ୍ଷା।
ମୁଖ୍ୟମନ୍ତ୍ରୀ କହିଲେ, କେନ୍ଦ୍ର କରୁ ଦୀର୍ଘମିଆଦୀ ଭିତ୍ତିଭୂମି ନିର୍ମାଣ ପାଇଁ ସହାୟତା। ପ୍ରାକୃତିକ ଦୁର୍ବିପାକର ଲଢେଇ ପାଇଁ ଦୀର୍ଘମିଆଦୀ ଭିତ୍ତିଭୂମି ଓଡିଆ ଲୋକଙ୍କ ଦୀର୍ଘଦିନର ଆଶା।
#ArgusNews #Odisha #Cyclone #Yaas CMO Odisha Narendra Modi Dharmendra Pradhan