#ବିନା_ମିଟରରେ_ବିଜୁଳି_ବିଲ୍ !
କେନ୍ଦୁଝର ଯୋଡା ବ୍ଳକ ଅନ୍ତର୍ଗତ କୋହ୍ଲାରୋଇଡା ଗାଁରେ ଦୀର୍ଘ ୩ବର୍ଷ ଧରି ବିଜୁଳି ବିଲ୍ ଆସୁନଥିବା ବେଳେ ଏବେ ହଠାତ୍ ୧୦ ହଜାର ଲେଖାଏଁ ବିଲ୍ ଆସିଛି, ଯାହାକୁ ନେଇ ଗ୍ରାମବାସୀଙ୍କ ମୁଣ୍ଡରେ ପଡିଛି ଚଡକ। ବିଲ୍ ପୈଠ ହୋଇନଥିବାରୁ ଅନ୍ୟପଟେ ଗାଁରୁ ବିଜୂଳି କାଟ ହୋଇଛି, ଫଳରେ ଏବେ ଅନ୍ଧାରରେ ପୂରା ଗାଁ
#ArgusNews #Odisha #ArgusNewsTV #Keonjhar #ElectricityBill