ଭୁବନେଶ୍ବରରେ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ କରାଯାଉଛି । ଏସିଏଫ ସୌମ୍ୟ ମୃତ୍ୟୁ ମାମଲାକୁ ଦୁଇ ମାସ ଉପରେ ହେଲାଣି । କିନ୍ତୁ ଏଯାଏ ମୃତ୍ୟୁ ଉପରୁ ହଟୁନି ପରଦା । ଯାହାକୁ ନେଇ ବିବାଦକୁ ଆସିଛି ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଓ ଗୃହ ବିଭାଗ
#ACFMurdermystery #Soumyaranjan #Bidyabharti #Crimebranch #ParlakhemundiACF #Gajpati #Liedetection #Bhubaneswar #Homedept #Odisha #ArgusNews