ମୂଳରୁ ଜମି ନାହିଁ...କିନ୍ତୁ ଜମି ଉନ୍ନତିକରଣ ତାଲିକାରେ ଭୂମିହୀନଙ୍କ ନାଁ ସାମିଲ । ଜାଲ୍ ବିଲ୍ କରି ଖାଇଗଲେ ଜମି ଉନ୍ନତିକରଣ ଟଙ୍କା । ଏଭଳି ସାଂଘାତିକ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବାଉଁଶଗଡ ପଞ୍ଚାୟତରୁ।
#ArgusNews #Odisha #Keonjhar #LandIssue #Land #Corruption