ପୁଣି ଭୁବନେଶ୍ୱର ସହର ଭିତରେ ପଶିଲା ଦନ୍ତା ହାତୀ । ଖଣ୍ଡଗିରି ଭରତପୁର ଜିଏ କଲୋନୀରେ ଗୋଟେ ଜଙ୍ଗଲୀ ହାତୀ ପଶି ଆସିଥିଲା । କଲୋନୀରେ ପଶି ପାଚେରୀ ଭାଙ୍ଗିବା ସହ କଦଳୀ ଗଛ ଉପାଡିଛି । ହାତୀ କଲୋନୀରେ ପଶିବା ପରେ ଲୋକମାନେ ଭୟଭୀତ ହୋଇପଡିଥିଲେ....କେଉଁ ବାଟଦେଇ ହାତୀ ଅ।ସିଥିଲା ଦେଖନ୍ତୁ ଏହାର ସଂମ୍ପୁର୍ଣ୍ଣ ଚିତ୍ର...
#ArgusNews #OdishaNews #Bhubaneswar #Elephant