ବର୍ଷା ଆଣିଲା ବଡ ବିପଦ । ରାଜ୍ୟର ବିଭିନ୍ନ ଅଞ୍ଚଳ ଜଳମୟ । ଲଗାଣ ବର୍ଷା ଯୋଗୁ ଫୁଲିଲାଣି ଅନେକ ନଦୀ । ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ ରାଜ୍ୟରେ କେବଳ ଜଳକାକୁ ଛାଡି ଦେଲେ ଅନ୍ୟ କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ...
#ArgusNews #OdishaNews #Flood
