ପୁରୀର ଶ୍ରୀକ୍ଷେତ୍ର ବିଷୟରେ ସମସ୍ତେ ଜ୍ଞାତ । କିନ୍ତୁ ଏଠି ରହିଛି ଗୁପ୍ତ ଶ୍ରୀକ୍ଷେତ୍ର । ପୁରୀ ଶ୍ରୀକ୍ଷେତ୍ରରୁ ଆସି ୧୫ ବର୍ଷ ଗୁପ୍ତରେ ପୂଜା ପାଇଥିଲେ ପ୍ରଭୁ ଜଗନ୍ନାଥ । ଆଠଗଡ ଉପଖଣ୍ଡ ତିଗିରିଆ ବ୍ଳକରେ ପ୍ରଭୁ ଜଗନ୍ନାଥ ମନ୍ଦିରରେ ପ୍ରସନ୍ନମଣି ପୁରୁଷୋତ୍ତମ ଦେବ ନାମରେ ପୂଜା ପାଉଛନ୍ତି ମହାପ୍ରଭୁ...
#ArgusNews #Odisha #Cuttack #Shreekhetra