ସ୍ବାଧୀନତାର 74ବର୍ଷ ପରେ ମଧ୍ୟ ଆମ ରାଜ୍ୟରେ ସୁଧୁରୀ ନାହିଁ ପାନୀୟ ଜଳ ସମାସ୍ୟା...ଏବେ ମଧ୍ୟ ଲୋକଙ୍କୁ ପାଣି ମୁନ୍ଦେ ପାଇଁ କି ଖରା କି ବର୍ଷା ଚାଲିବାକୁ ପଡେ ମାଇଲ ମାଇଲ ବାଟ... ଗାଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପାନୀୟ ଜଳ ଯୋଗାଣ ଅଧିକାରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କଲା ପରେ ମଧ୍ୟ ହେଉନାହିଁ ସମାସ୍ୟାର ସମାଧାନ...
#ArgusNews #OdishaNews #Mayurbhanj #Baripada #Water_Problem