ଏକମାତ୍ର ରୋଜଗାରିଆକୁ ହରାଇ ବେସାହାରା ସମ୍ପୂର୍ଣ୍ଣ ପରିବାର । ଗୃହରକ୍ଷୀଙ୍କ ମୃତ୍ୟୁକୁ 2ବର୍ଷ ପୁରିଥିଲେ ବି ପରିବାରକୁ ମିଳୁନି ସହାୟତା । ଆମେ କହୁଛୁ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବାଲିଚନ୍ଦ୍ରପୁର ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ପତରାଜପୁର ଗ୍ରାମର ଶ୍ରତୁଘ୍ନ ବେହେରାଙ୍କ ପରିବାର କଥା....
#ArgusNews #Odisha #Jajpur #Asahaya