ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳରେ କାମରେ ଲାଗୁନି ଚେକ୍ ଡ୍ୟାମ । କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ଜମିରେ ଜଳସେଚନ ପାଇଁ କ୍ଷୁଦ୍ର ଜଳସେଚନ ଉପ ବିଭାଜନ ଦ୍ୱାରା ତିଆରି ହୋଇଛି ଡ୍ୟାମ । କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ଯୋଗୁଁ ସରକାରୀ ଯୋଜନା ବାଟ ହୁଡୁଛି ।
#TheArgus #Odishanews #Jajpur #Water_Problem