ଗଜପତିର ପାରଳାଖେମୁଣ୍ଡି ଅଞ୍ଚଳରେ ଏକାଧିକ ପୋଖରି ଏବେ ଅସ୍ତିତ୍ୱ ହରାଇବାକୁ ବସିଲାଣି । ଦିନେ ଏଠାରେ ଥିବା କିଛି ପୋଖରୀ ନିଜର ଖାସ ଗୁଣ ପାଇଁ ପ୍ରସିଦ୍ଧ ଲାଭ କରିଥିଲା । ମାତ୍ର ଧୀରେ ଧୀରେ ଅଳିଆ ଆବର୍ଜନା ଏଠାରେ ପଡିବା ଯୋଗୁ ଏହା ବ୍ୟବହାର ଅନୂପଯୋଗୀ । ଯାହାର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି ଗ୍ରାମବାସୀ ....
#Argusnews #Odisha #Gajapati #Pond_Pollution