ନିର୍ବାଚନ ବେଳେ ଭିତ୍ତିପ୍ରସ୍ଥର ଦେଇ ଭୁଲିଗଲେ ମୁଖ୍ୟମନ୍ତ୍ରୀ l ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ବନ୍ୟା ପ୍ରପୀଡ଼ିତ ଅଂଚଳରେ ନଦୀବନ୍ଧ ନିର୍ମାଣ ପାଇଁ 2009 ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଖୋଦ ବର୍ତମାନର କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ନିଜ ଗାଁ ରେ ଭିତିପ୍ରସ୍ତର ଦେଇଥିବା ବେଳେ ଆଜିକୁ ଦୀର୍ଘ 11 ବର୍ଷ ହେଲା ଏହି ପ୍ରକଳ୍ପ କେବଳ ଫଳକରେ ହିଁ ସୀମିତ ରହିଛି.....
#ArgusNews #Odisha #Nayagarh #CMOodisha