ଅର୍ଗସ ବ୍ୟୁରୋ:ହିଜବୁଲ୍ଲା ବିନାଶ ମୋଡ ରେ ଇସ୍ରାଏଲ,ଗୋଟିଏ ପରେ ଗୋଟିଏ ହିଜବୁଲ୍ଲା କମାଣ୍ଡରଙ୍କୁ ଖୋଜି ଖୋଜି ଧ୍ବସ କରୁଛି ଇସ୍ରାଏଲୀ ସେନା,ହିଜବୁଲ୍ଲାର ହର୍ତ୍ତା କର୍ତ୍ତା ନସରୁଲ୍ଲାର ଜନାଜା ଉଠିବା ପୂର୍ବରୁ ତା ଗାଦିରେ ବସିଥିବା ତା ଭାଇ ସୈଫୁଉଦ୍ଦିନ ବି ଢେର୍। ବଙ୍କର ଭିତରେ ଲୁଚିରହିଥିବା ବେଳେ ମିସାଇଲ୍ ମାଡରେ ବଙ୍କର ଆଉ ହିଜବୁଲ୍ଲାର ୭ ଦିନର ଟପ୍ ଲିଡର୍ ଶେଷ । ଇସ୍ରାଏଲ ପକ୍ଷରୁ ସୈଫୁଦ୍ଦିନ୍ ଶେଷ ହେବା ନେଇ ଷ୍ଟେଟମେଣ୍ଟ ଜାରୀ ହୋଇସାରିଛି କିନ୍ତୁ ସୈଫୁଦ୍ଦିନ୍ ର ମୃତ୍ୟୁକୁ ନେଇ ହିଜବୁଲ୍ଲା ସ୍ପଷ୍ଟ କରିନି,ଅନ୍ୟପଟେ ଇସ୍ରାଏଲ୍ ଉପରେ ମିସାଇଲ୍ ମାଡ଼ କରି ଇସ୍ରାଏଲ୍ କୁ ତତାଇଛି ଇରାନ। ଏବେ ଆରମ୍ଭ ହୋଇଛି ଟକ୍କର ଇସ୍ରାଏଲ ଏବେ ପ୍ରତିଜବାବ ଦେବା ପାଇଁ ଶପଥ ନେଇସାରିଛି । କୌଣସି ବି ସମୟରେ ଏହି ମୋର୍ଚ୍ଚାକୁ ଅନ୍ କରିପାରନ୍ତି ନେତନ୍ୟାହୁ । କେବଳ ପ୍ରଶ୍ନ କଣ ଇସ୍ରାଏଲ ଇରାନର ପରମାଣୁ ଠିକଣାକୁ ଟାର୍ଗେଟ୍ କରିବ ।ଏହା ସହିତ ଇରାନ୍ ର ଅଏଲ୍ ଡିପୋ କୁ ଧ୍ବଂସ କରି ଇରାନ୍ ର ଅର୍ଥନିତୀକୁ ଚୋଟ ପହଂଚାଇବା ର ନେତାନାହୁଙ୍କ ମାଷ୍ଟର ପ୍ଲାନ କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପେଣ୍ଟାଗନ ତରଫରୁ ପ୍ରତିକ୍ରିୟା ମିଳିଛି।ତେବେ ସେପ୍ଟେମ୍ବର ୪ ରେ ଜୁମ୍ଟା ନମାଜ ପରେ ତେହରାନ୍ ର ଗ୍ରାଣ୍ଡ ମସ୍କରୁ ସମ୍ବୋଧନ କରିଛନ୍ତି ଇରାନର ସୁପ୍ରିମ ଲିଡତ୍ ଆଇତୁଲ୍ଲା ଖୋମିନୀ । ଆଫଗାନିସ୍ତାନ ରୁ ୟମନ ଜାଏ ସମସ୍ତ ଇସଲାମିକ ଦେଶ ର ସୁରକ୍ଷା ପାଇଁ ସମସ୍ତ ମୁସଲମାନ ରାଷ୍ଟ୍ରଙ୍କୁ ଏକାଠି ହେବାକୁ ଆହ୍ବାନ କରିଛନ୍ତି ଖୋମିନୀ,ଯିଏ ଇରାନର ଦୁସମନ୍ ସେ ବି ଇରାକ୍ ,ଲେବନାନ୍ ,ମିଶର, ଏବଂ ୟମନର ଦୁସମନ୍
ଅର୍ଗସ ବ୍ୟୁରୋ: ଏନ୍ଆଇଏର ବଡ଼ ଆକ୍ସନ୍ । ଟେରର୍ ଫଣ୍ଡିଂ ମାମଲାରେ ଦିଲ୍ଲୀ, ୟୁପି, ମହାରାଷ୍ଟ୍ର, ଜମ୍ମୁ କାଶ୍ମୀର ସମେତ ୫ ରାଜ୍ୟରେ ତଲାସି ଜାରି । ଏହି ସମସ୍ତ ରାଜ୍ୟର ୨୨ଟି ଲୋକେସନରେ ରେଡ୍ କରିଛି ଏନଆଇଏ । ଆତଙ୍କୀଙ୍କୁ ଫଣ୍ଡିଂ କରୁଥିବା କିଛି ଗୁପ୍ତ ସଂସ୍ଥା ଏବଂ ଆତଙ୍କୀ ସମର୍ଥକ ଲୁଚି ରହିଥିବାର ସୂଚନା ମିଳିବା ପରେ ଏନ୍ଆଇଏ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି ।
ଆହୁରି ପଢନ୍ତୁ ଭାରତ ଖବର...