ଏପଟେ ବିରୁଟ୍ ରେ ଇସ୍ରାଏଲ ଜାରୀ ରଖିଛି ଦମନ ଲୀଳା....ଘର..ବିଲଡିଂ...ବଙ୍କର ସ ବୁକିଛି ଧ୍ବସ୍ତ ବିଧ୍ବସ୍ତ...ଗୋଟିଏ ପରେ ଗୋଟିଏ ହିଜବୁଲ୍ଲା କମାଣ୍ଡୋ ଙ୍କୁ ଢେର କରି ଚାଲିଛି....ମାଟିରୁ ଉଠାଇ ବାରୁଦ ଗଦାରେ ଆତଙ୍କୀ ଙ୍କୁ ପୋତୁଛି ଆଡିଏଫ୍. । ମଧ୍ୟ ପ୍ରାଚଯର ସ୍ଥିତି ଦିନକୁ ଦିନ ଅଧିକ ଗମ୍ଭୀର ହେଉଥିବା ବେଳେ ,ବିଶ୍ବର ବାକି ଦେଶ ମାନଙ୍କରେ ଏହାର ପ୍ରଭାବ କୁ ନେଇ ଚିନ୍ତା ଉପୁଜିଛି....ଭାରତ ପାଇଁ ନିଶ୍ଚିନ୍ତ ଭାବରେ ଏହା ଏକ ଚିନ୍ତାର ବିଷଯ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜଯଶଙ୍କର...ଏହି ସଂଘର୍ଷ ଜେତେ ବଢୁଛି ଚିନ୍ତା ସେତେ ଗଭୀର ହେଉଛି ...ଏହା ବିଶ୍ବ ଅର୍ଥବବସ୍ଥା କୁ ଅବଯବସ୍ତ କରିବ ବୋଲି ଜାହାର ପ୍ରଭାବ ଭାରତ ଉପରେ ମଧଯ ପଡିବ ବୋଲି କହିଛନ୍ତି ଜଯଶଙ୍କର ।
ହିଜବୁଲ୍ଲାକୁ ଧରାଶାଯୀ କରିବା ମୋଡ୍ ରେ ଇସ୍ରାଏଲ୍...ଅନପଟେ ଇରାନ୍ ରେ ପ୍ରତିଶୋଧର ନିଆଁ...ଇସ୍ରାଏଲ୍ କୁ ରୋକିବାକୁ ବଡ ପ୍ରଯାସ ଆରମ୍ବ କିନ୍ତୁ ଆମେରିକା ଯୁକେ ସମେତ ଅନେକ ପଶ୍ଚିମ ଦେଶ ର ଇସ୍ରାଏଲକୁ ଜୋରଦାର ସମର୍ଥନ ....ଆଗକୁ ମହାଜୁଦ୍ଧ ର ପରିଣାମ ଭୋଗିବା ଚିନ୍ତାରେ ବିଶ୍ବର ବଡ ରାଷ୍ଟ୍ର।
ଅଧିକ ପଢ଼ନ୍ତୁ ବିଦେଶ ଖବର: