ଭାସ୍କର ରିପୋର୍ଟ ଏକଜିଟ ପୋଲ ଅନୁସାରେ କଂଗ୍ରେସକୁ 44ରୁ 54 ଆସନ ମିଳିବ । ବିଜେପିକୁ 19ରୁ 29, ଆଇଏନଏଲଡିକୁ 1ରୁ 5 ଏବଂ ଜେଜେପିକୁ ମିଳିବ ମାତ୍ର ଗୋଟିଏ ଆସନ ।ରିପବ୍ଲିକ ମାଟ୍ରିଜ ଏକଜିଟ ପୋଲରେ କଂଗ୍ରେସକୁ ମିଳିବ 55ରୁ 62 ଆସନ । ବିଜେପିକୁ 18ରୁ 24 ଆସନ ମିଳିବ । ଆଇଏନଏଲଡିକୁ 3ରୁ 6ଟି ଆସନ ଏବଂ ଜେଜେପିକୁ ମିଳିବ3ଟି ଆସନ । ସେହିପରି ଜମ୍ମୁ କାଶ୍ମୀର ନିର୍ବାଚନକୁ ନେଇ ଆସିଛି ଏକଜିଟ ପୋଲ ରିପୋର୍ଟ ।
ଇଣ୍ଡିଆ ଟୁଡେ ସି ଭୋଟର ଅନୁସାରେ କଂଗ୍ରେସକୁ 40ରୁ 48 ଆସନ ମିଳିବ । ବିଜେପିକୁ ମିଳିବ 27ରୁ 32 ଆସନ । ପିଡିପିକୁ 6ରୁ 12ଟି ଆସନ ଏବଂ ଅନ୍ୟାନ୍ୟ ଦଳକୁ ମିଳିବ 6ରୁ 11ଟି ଆସନ ।ଭାସ୍କର ରିପୋର୍ଟସ୍ ପୋଲ ଅନୁସାରେ କଂଗ୍ରେସକୁ 35ରୁ 40 ଆସନ, ବିଜେପିକୁ 20ରୁ 25 ଆସନ । ପିଡିପିକୁ 4ରୁ 7 ଏବଂ ଅନ୍ୟାନ୍ୟ ଦଳକୁ ମିଳିବ12ରୁ 18ଟି ଆସନ ।ରିପବ୍ଲିକ ଗୁଲିସ୍ତାନ ଏକଜିଟ ପୋଲ ଅନୁସାରେ ବିଜେପିକୁ 28ରୁ 30 ଆସନ ମିଳିବ । ଏନସିକୁ 28ରୁ 30 ଆସନ,ପିଡିପିକୁ 5ରୁ 7ଟି ଆସନ ଏବଂ କଂଗ୍ରେସକୁ ମିଳିବ 3ରୁ 6ଟି ଆସନ ।
ଅଧିକ ପଢ଼ନ୍ତୁ ଦେଶ ଖବର: