#WATCH | At least three foreign nationals died while 17 others sustained injuries in a huge explosion near Jinnah International Airport, Karachi, reports Pakistan's Geo News.
(Video: Reuters) pic.twitter.com/qrJdStV9F7 — ANI (@ANI) October 7, 2024
ଏହି ବିସ୍ଫୋରଣରେ ବିଦେଶୀ ନାଗରିକଙ୍କୁ ନେଇ ଯାଉଥିବା ପୋଲିସ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣ ପରେ ସାମ୍ନାକୁ ଆସିଥିବା ଭିଡିଓରେ ଅନେକ କାରରେ ନିଆଁ ଦେଖିବାକୁ ମିଳିଥିଲା । ସେପଟେ ଏହି ଆତ୍ମଘାତୀ ବିସ୍ଫୋରଣ ପାଇଁ ବଲୋଚ୍ ଲିବେରସନ ଆର୍ମିର ମଜିଦ୍ ବ୍ରିଗେଡ୍ ଏଥିପାଇଁ ନିଜକୁ ଦାୟୀ କରିଛି ପାକିସ୍ତାନରେ ହଜାର ହଜାର ଚାଇନିଜ୍ କର୍ମଚାରୀ ଅଛନ୍ତି।
ସେମାନଙ୍କ ମଧ୍ୟରୁ ଅଧିକାଂଶ ବେଜିଂର ବିଲିୟନ ଡଲାରର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭରେ କାର୍ଯ୍ୟ କରୁଛନ୍ତି। ଯାହା ଦକ୍ଷିଣ ଏବଂ ମଧ୍ୟ ଏସିଆକୁ ଚାଇନାର ରାଜଧାନୀ ବେଜିଂ ସହିତ ଯୋଡିଥାଏ। ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ବିମାନବନ୍ଦର ବି ଥରି ଉଠିଥିଲା ।
#WATCH | Karachi, Pakistan: Deputy Inspector General East Azfar Mahesar says, "According to initial information, an oil tanker caught fire which spread to several other vehicles causing collateral damage. We are determining if there was an element of terrorism involved which we… pic.twitter.com/3T204tUSvr — ANI (@ANI) October 7, 2024